உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଆଫ୍ରିକା, ଏସିଆ ଆଦି ଦେଶଗୁଡିକର ଲୋକମାନେ(ଗୋରାମାନଙ୍କ ମତରେ)
எடுத்துக்காட்டு : ପରିଶେଷରେ ଏହି ଅଶ୍ୱେତ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାର କେବେ ପର୍ଯ୍ୟନ୍ତ ଚାଲିଥିବ!
ஒத்த சொற்கள் : କଳାଲୋକ
பிற மொழிகளில் மொழிபெயர்ப்பு :हिन्दी
अफ्रीका, एशिया आदि देशों का व्यक्ति (गोरों द्वारा माना हुआ)।
பொருள் : ଯାହା ଶ୍ୱେତ ନୁହେଁ
எடுத்துக்காட்டு : ବିଧବାମାନଙ୍କପାଇଁ ଅଶ୍ୱେତ ବସ୍ତ୍ର ବର୍ଜିତ ଥିଲା
ஒத்த சொற்கள் : ଅଶୁଭ୍ର, ଅସିତ
जो श्वेत न हो।
பொருள் : କଜ୍ୱଳ ବା କୋଇଲା ରଙ୍ଗର
எடுத்துக்காட்டு : ଏକଥା ଶୁଣିଲା ମାତ୍ରେ ସୋହନର ମୁହଁ କଳା ପଡ଼ିଗଲା
ஒத்த சொற்கள் : କଳା, କୃଷ୍ଣ, ଶ୍ୟାମ
काजल या कोयले के रंग का।
பொருள் : ଯେଉଁ ବ୍ୟକ୍ତି ଶ୍ୱେତ ବା ଗୋରା ନୁହେଁ
எடுத்துக்காட்டு : ଇଂରେଜମାନେ କଳାଲୋକଙ୍କ ଉପରେ ବହୁତ ଜୁଲୁମ୍ କରିଥିଲେ
ஒத்த சொற்கள் : କଳା, ଶ୍ୱେତହୀନ
जो श्वेत या गोरा न हो (व्यक्ति)।
நிறுவு