பொருள் : ଆୟୁର୍ବେଦର ଅଷ୍ଟ ବିଭାଗ
எடுத்துக்காட்டு :
ଶଲ୍ୟ, ଶାଲାକ୍ୟ, କାୟ-ଚିକିତ୍ସା, ଭୂତବିଦ୍ୟା, କୌମାରଭୃତ୍ୟ,ଅଗଦ-ତନ୍ତ୍ର ଏବଂ ବାଜୀକରଣ ଏସବୁ ଅଷ୍ଟାଙ୍ଗ ବିଦ୍ୟା
ஒத்த சொற்கள் : ଅଷ୍ଟାଙ୍ଗ ବିଦ୍ୟା
பிற மொழிகளில் மொழிபெயர்ப்பு :
பொருள் : ସୂର୍ଯ୍ୟଙ୍କୁ ଅର୍ପଣ କରାଯାଉଥିବା ଅର୍ଘ୍ୟ ଯେଉଁଥିରେ ଆଠଟି ପଦାର୍ଥ ଥାଏ
எடுத்துக்காட்டு :
ଜଳ,କ୍ଷୀର,କୁଶାଗ୍ର,ମହୁ,ଦହି, ଘିଅ,ରକ୍ତଚନ୍ଦନ ଏବଂ କନିଅର ଆଦି ଅଷ୍ଟାଙ୍ଗ ଅନ୍ତର୍ଗତ
பிற மொழிகளில் மொழிபெயர்ப்பு :
பொருள் : ଶରୀରର ଆଠ ଅଙ୍ଗ
எடுத்துக்காட்டு :
ପାଦ,ଜାନୁ,ହାତ,ଛାତି,ମୁଣ୍ଡ,ବଚନ, ଦୃଷ୍ଟି ଏବଂ ବୁଦ୍ଧି ଏସବୁ ଅଷ୍ଟାଙ୍ଗ,ଏମାନଙ୍କଦ୍ୱାରା ପ୍ରଣାମ କରିବାର ବିଧାନ ରହିଛି
பிற மொழிகளில் மொழிபெயர்ப்பு :
பொருள் : ଯାହାର ଆଠଟି ଅଙ୍ଗ ଥାଏ
எடுத்துக்காட்டு :
ଏହି ବସ୍ତୁ ହେଉଛି ଅଷ୍ଟାଙ୍ଗ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାପାଇଁ ପଣ୍ଡିତେ ଅଷ୍ଟାଙ୍ଗ ଦ୍ରବ୍ୟ ମଗାଇଲେ
பிற மொழிகளில் மொழிபெயர்ப்பு :
Having eight sides.
eight-sided