பொருள் : କୌଣସି ନୂଆ, ବିଲକ୍ଷଣ ବା ଅସାଧାରଣ କଥାକୁ ଦେଖିବା, ଶୁଣିବା ବା ଧ୍ୟାନରେ ଆଣିବାଦ୍ୱାରା ଉତ୍ପନ୍ନ ହେଉଥିବା ମନର ଏକ ପ୍ରକାରଭାବ
எடுத்துக்காட்டு :
ହଠାତ୍ ମୋତେ ଦେଖି ତାକୁ ଆଶ୍ଚର୍ଯ୍ୟ ଲାଗିଲା
ஒத்த சொற்கள் : ଅଦ୍ଭୁତ, ଆଶ୍ଚର୍ଯ୍ୟ, ତାଜୁବ୍, ବିସ୍ମୟ
பிற மொழிகளில் மொழிபெயர்ப்பு :
मन का वह भाव जो किसी नई, विलक्षण या असाधारण बात को देखने, सुनने या ध्यान में आने से उत्पन्न होता है।
आश्चर्य की बात यह है कि इतनी बड़ी ख़बर सुनकर भी उन्होनें कोई प्रतिक्रिया नहीं की।The astonishment you feel when something totally unexpected happens to you.
surpriseபொருள் : ଯାହା ସମ୍ଭବ ନୁହେଁ
எடுத்துக்காட்டு :
ରାମ ଅସମ୍ଭବ କାର୍ଯ୍ୟ କରି ଦେଖାଇଲା ତା’ ସହିତ ଏକ ଅସମ୍ଭବ ଘଟଣା ଘଟିଗଲା
ஒத்த சொற்கள் : ଅସମ୍ଭାବିତ
பிற மொழிகளில் மொழிபெயர்ப்பு :
Not capable of occurring or being accomplished or dealt with.
An impossible dream.