பொருள் : ସ୍ୱୀକାର ନକରିବା କ୍ରିୟା ବା ଭାବ
எடுத்துக்காட்டு :
ପ୍ରଧାନାଚାର୍ଯ୍ୟ ମୋର ପ୍ରାର୍ଥନା ପତ୍ର ଉପରେ ନିଜର ଅସ୍ୱୀକୃତି ଜଣାଇଲେ
ஒத்த சொற்கள் : ଅସମ୍ମତି, ଅସ୍ୱୀକୃତି, ନାମଞ୍ଜୁରୀ
பிற மொழிகளில் மொழிபெயர்ப்பு :
The act of disapproving or condemning.
disapprovalபொருள் : କୌଣସି କଥା ବା କାର୍ଯ୍ୟଆଦିରେ ସହମତ ନହେବା କ୍ରିୟା ବା ଭାବ
எடுத்துக்காட்டு :
ସଦସ୍ୟମାନଙ୍କ ଅସହମତି କାରଣରୁ ଏହି ବିଷୟ ଶେଷପର୍ଯ୍ୟାୟରେ ଅଟକି ରହିଛି
ஒத்த சொற்கள் : ଅରାଜି, ଅସମ୍ମତି, ନାରାଜ, ସହମତିହୀନତା
பிற மொழிகளில் மொழிபெயர்ப்பு :
किसी बात, कार्य आदि पर सहमत न होने की क्रिया या भाव।
सदस्यों की असहमति के कारण यह प्रकरण अधर में लटका हुआ है।The speech act of disagreeing or arguing or disputing.
disagreement