பொருள் : ସାଧାରଣଠାରୁ ଅତିରିକ୍ତ ତଥା ତାଠାରୁ ଟିକେ ଆଗୁଆ ଥିବା ବା ଯେତେ ହେବା ଦରକାର ବା ହୋଇଥାଏ ତାଠାରୁ କିଛି ଅଧିକ ବା ତାହା ବ୍ୟତୀତ
எடுத்துக்காட்டு :
ମୁଁ ଏଠାକୁ ଏକ ବିଶେଷ କାମରେ ଆସିଛି ଏହି ଯଜ୍ଞପାଇଁ କେତେକ ବିଶେଷ ସାମଗ୍ରୀର ଆବଶ୍ୟକତା ରହିଛି
ஒத்த சொற்கள் : ବିଶେଷ
பிற மொழிகளில் மொழிபெயர்ப்பு :
Surpassing what is common or usual or expected.
He paid especial attention to her.பொருள் : ଯାହା ସାମାନ୍ୟ ନୁହେଁ
எடுத்துக்காட்டு :
ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ
ஒத்த சொற்கள் : ଅସାଧାରଣ, ଖାସ୍, ଗୁରୁତ୍ୱପୂର୍ଣ୍ଣ, ବିଶେଷ, ସ୍ପେସାଲ୍
பிற மொழிகளில் மொழிபெயர்ப்பு :