பொருள் : କେଶବଙ୍କ ଅନୁଯାୟୀ ଗୋଟିଏ ଅର୍ଥାଳଙ୍କାର
எடுத்துக்காட்டு :
ଅସୀମ ସାଧନରେ ହିଁ ସାଧକ ସିଦ୍ଧିର ଫଳ ଭୋଗ କରେ
பிற மொழிகளில் மொழிபெயர்ப்பு :
பொருள் : ଯାହାର ସୀମା ନାହିଁ
எடுத்துக்காட்டு :
ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
ஒத்த சொற்கள் : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମିତ, ସୀମାହୀନ
பிற மொழிகளில் மொழிபெயர்ப்பு :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।பொருள் : ଖୁବ୍ ବେଶୀ
எடுத்துக்காட்டு :
ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି ସେ ତୁମକୁ ଖୁବ୍ ଭଲ ପାଉଛି
ஒத்த சொற்கள் : ଅଗଣତି, ଅତ୍ୟଧିକ, ଖୁବ୍, ପ୍ରଚୁର, ବହୁତ, ବହୁତ ଅଧିକ, ବିପୁଳ
பிற மொழிகளில் மொழிபெயர்ப்பு :
बहुत अधिक।
सेठ मुरालीलाल के पास अत्यधिक धन है।பொருள் : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
எடுத்துக்காட்டு :
ସୃଷ୍ଟି ଅମାପ ସମ୍ପଦର ଖଣି
ஒத்த சொற்கள் : ଅପରିମିତ, ଅପର୍ଯ୍ୟାପ୍ତ, ଅମାପ
பிற மொழிகளில் மொழிபெயர்ப்பு :
Impossible to measure.
Unmeasurable reaches of outer space.