பொருள் : ସ୍ତେୟ ବା ଚୋରୀ ନକରିବାର କ୍ରିୟା
எடுத்துக்காட்டு :
ଚୋରର ଅସ୍ତେୟ କାମନା କଦାପି ପୂରଣ ହେଲାନାହିଁ
பிற மொழிகளில் மொழிபெயர்ப்பு :
பொருள் : ଯୋଗର ଆଠଅଙ୍ଗରୁ ନିୟମ ନାମକ ତୃତୀୟ ଅଙ୍ଗର ଅନ୍ତର୍ଗତ ଚୋରି ନକରିବାର ଗୋଟିଏ ବ୍ରତ
எடுத்துக்காட்டு :
ସେ ଜୀବନସାରା ଅସ୍ତେୟ ପାଳନ କଲା
பிற மொழிகளில் மொழிபெயர்ப்பு :
योग के आठ अंगों में नियम नामक तीसरे अंग के अंतर्गत चोरी न करने का एक व्रत।
उन्होंने अस्तेय का पालन जीवन भर किया।