பொருள் : ବ୍ୟତିବ୍ୟସ୍ତ ହୋଇ ଏପଟସେପଟ ହେବା କ୍ରିୟା
எடுத்துக்காட்டு :
କିଛି ସମୟ ପରେ ମାଆ କୋଳରେ ଶୋଇଥିବା ପିଲାଟି ଏପଟ ସେପଟ ହେଲା
ஒத்த சொற்கள் : ଏପଟ ସେପଟ ହେବା, ବ୍ୟତିବ୍ୟସ୍ତ ହେବା, ହଲଚଲହେବା
பிற மொழிகளில் மொழிபெயர்ப்பு :
பொருள் : ମନ ଚଞ୍ଚଳ ହେବା
எடுத்துக்காட்டு :
ରାଧାର ସୌନ୍ଦର୍ଯ୍ୟ ଦେଖି ମୋହନର ମନ ଅଥୟ ହେଲା
ஒத்த சொற்கள் : ଅଥୟ ହେବା, ଆନ୍ଦୋଳିତ ହେବା, ବିଚଳିତ ହେବା
பிற மொழிகளில் மொழிபெயர்ப்பு :