பொருள் : ଗୋଟିଏ ତତ୍ତ୍ବର ଦୁଇ ବା ଦୁଇରୁ ଅଧିକ ପରମାଣୁ ଯାହାର ପରମାଣୁ ସଂଖ୍ୟା ସମାନ ହୋଇଥାଏ କିନ୍ତୁ ଭାର ଅଲଗା ଅଲଗା ହୋଇଥାଏ
எடுத்துக்காட்டு :
ସମସ୍ଥାନିକମାନଙ୍କର ଭାରରେ ଅସମାନତାର କାରଣ ହେଉଛି ସେମାନଙ୍କ ନାଭିକେନ୍ଦ୍ରରେ ଥିବା ନ୍ୟୂଟ୍ରନ ସଂଖ୍ୟା
ஒத்த சொற்கள் : ଆଇସଟୋପ, ସମସ୍ଥାନିକ
பிற மொழிகளில் மொழிபெயர்ப்பு :
One of two or more atoms with the same atomic number but with different numbers of neutrons.
isotope