உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଦୁଧ ଆଦି ଦ୍ରବ୍ୟକୁ ଚୁଲି ଉପରେ ବସାଇ ବହଳା କରିବାର କାମ
எடுத்துக்காட்டு : ଚାରିକିଲୋ ମଇଁଷି ଦୁଧ ଆଉଟିଲେ ଏକ କିଲୋ ରାବିଡି ମିଳେ
ஒத்த சொற்கள் : ଘାଣ୍ଟିବା
பிற மொழிகளில் மொழிபெயர்ப்பு :हिन्दी English
आग पर चढ़ाकर दूध आदि द्रव पदार्थों को गाढ़ा करने की क्रिया।
The act of increasing the density of something.
பொருள் : ଭଲଭାବରେ ଫୁଟେଇ ଗାଢ଼ା କରିବା
எடுத்துக்காட்டு : ରାବିଡ଼ି ତିଆରି କରିବାପାଇଁ କ୍ଷୀରକୁ ଆଉଟନ୍ତି
ஒத்த சொற்கள் : ଫୁଟେଇବା
பிற மொழிகளில் மொழிபெயர்ப்பு :हिन्दी
अच्छी तरह उबाल कर गाढ़ा करना।
பொருள் : କୌଣସି ତରଳ ପଦାର୍ଥକୁ ଆଞ୍ଚ ଉପରେ ରଖି ଏତେ ଗରମ କରିବା ଯେମିତି ତାହା ଫେଣ ସହିତ ଉପରକୁ ଉଠିବାକୁ ଲାଗିବ
எடுத்துக்காட்டு : ମୁଁ ପିଇବା ପାଇଁ ପ୍ରତିଦିନ ଦଶ ଲିଟର ପାଣି ଫୁଟାଉଛି
ஒத்த சொற்கள் : ଗରମକରିବା, ଫୁଟାଇବା
किसी तरल पदार्थ को आँच पर रखकर इतना गरम करना कि वह फेन सहित ऊपर उठने लगे।
Bring to, or maintain at, the boiling point.
நிறுவு