பொருள் : କୌଣସି ବସ୍ତୁର ସେହି ବାହ୍ୟ ଏବଂ ଦୃଶ୍ୟ ବିଷୟ ଯେଉଁଥିରୁ ତାହାର ଲମ୍ବା, ଚଉଡ଼ା, ପ୍ରକାର, ସ୍ୱରୂପଆଦିର ଜ୍ଞାନ ମିଳେ
எடுத்துக்காட்டு :
ଦ୍ରବର କୌଣସି ନିଶ୍ଚିତ ଆକୃତି ନାହିଁ
ஒத்த சொற்கள் : ଆକାର, ମୂର୍ତ୍ତି, ରୂପ, ରୂପରେଖ, ସ୍ୱରୂପ
பிற மொழிகளில் மொழிபெயர்ப்பு :
किसी वस्तु की वे बाहरी और दृश्य बातें जिनसे उसकी लम्बाई, चौड़ाई, प्रकार, स्वरूप आदि का ज्ञान होता है।
द्रव की कोई निश्चित आकृति नहीं होती।பொருள் : ଗୋଟିଏ ବର୍ଣ୍ଣବୃତ୍ତ
எடுத்துக்காட்டு :
ଆକୃତିରେ ପାଞ୍ଚଟିରୁ ବାଇଶଟି ବର୍ଣ୍ଣ ରହିଥାଏ
பிற மொழிகளில் மொழிபெயர்ப்பு :
பொருள் : କୌଣସି ସ୍ଥାନୀୟ ବିଶେଷତା (ବିଶେଷକରି ଯେପରି ରୂପରେଖାରେ ପରିଭାଷିତ କରାଯାଇଛି)
எடுத்துக்காட்டு :
କୌଣସି ଗୀତ ଆଦିର ସଙ୍ଗୀତ ସମ୍ବନ୍ଧୀୟ ରୂପକୁ ଜଣେ ସଙ୍ଗୀତଜ୍ଞ ହିଁ ଭଲ ଭାବରେ ବୁଝାଇ ପାରିବେ
ஒத்த சொற்கள் : ପ୍ରତିରୂପ, ପ୍ରାରୂପ, ରୂପ, ସଂରଚନା
பிற மொழிகளில் மொழிபெயர்ப்பு :
Any spatial attributes (especially as defined by outline).
He could barely make out their shapes.