பொருள் : ଯାହାର ପ୍ରବେଶ ହୋଇଛି ବା ଯେ ପ୍ରବେଶ କରିଛି
எடுத்துக்காட்டு :
ପ୍ରବିଷ୍ଟ ବ୍ୟକ୍ତିଙ୍କ ସହ ଆପଣଙ୍କର କଣ ସମ୍ବନ୍ଧ ଅଛି?
ஒத்த சொற்கள் : ପହଞ୍ଚିଥିବା, ପ୍ରବିଷ୍ଟ
பிற மொழிகளில் மொழிபெயர்ப்பு :
பொருள் : ଯାହା ଅନ୍ୟ ସ୍ଥାନ ବା ଦେଶରୁ ଆସିଥାଏ ବା ବାହାରୁ ଆମଦାନୀ କରାଯାଇଥାଏ
எடுத்துக்காட்டு :
ଅନ୍ୟ ଦେଶରୁ ଆମଦାନୀ କରାଯାଇଥିବା ବସ୍ତୁଗୁଡ଼ିକ ଅପେକ୍ଷା ସ୍ୱଦେଶ ବସ୍ତୁଗୁଡ଼ିକ ଭଲ
ஒத்த சொற்கள் : ଅଣାଯାଇଥିବା, ଆନୀତ, ଆମଦାନୀ, ଆୟାତ
பிற மொழிகளில் மொழிபெயர்ப்பு :
जो दूसरे स्थान या देश से आया हो या बाहर से मँगाया हुआ।
दूसरे देश से आयातित वस्तुओं की अपेक्षा अपने देश की वस्तुएँ अच्छी हैं।