பொருள் : ଭୋଜନ ପରେ ହାତମୁହଁ ଧୋଇବା ଓ କୁଳି କରିବା
எடுத்துக்காட்டு :
ସେ ଭୋଜନ ପରେ ଭଲଭାବେ ଆଚମନ କଲେ
ஒத்த சொற்கள் : ହସ୍ତମୁଖାଦି ପ୍ରକ୍ଷାଳନ କରିବା
பிற மொழிகளில் மொழிபெயர்ப்பு :
பொருள் : ପୂଜା ବା ଧର୍ମ ସମ୍ବନ୍ଧୀୟ କାମରେ ଡାହାଣ ହାତରେ ଅଳ୍ପ ଜଳ ନେଇ ମନ୍ତ୍ରପଢ଼ି ପିଇବା
எடுத்துக்காட்டு :
ପଣ୍ଡିତେ ପୂଜା କରିବା ସମୟରେ ଅନେକଥର ଆଚମନ କରନ୍ତି
பிற மொழிகளில் மொழிபெயர்ப்பு :