பொருள் : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ
எடுத்துக்காட்டு :
ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା
ஒத்த சொற்கள் : କାବା, କିଂକର୍ତ୍ତବ୍ୟ ବିମୂଢ଼, ହତବୁଦ୍ଧି
பொருள் : ଯେ ଆଶ୍ଚର୍ୟ ହୋଇଯାଇଛି
எடுத்துக்காட்டு :
ତା କାମ ଦେଖିକରି ଆମେ ସବୁ ଆଚମ୍ବିତ ହୋଇଗଲୁ
ஒத்த சொற்கள் : ଆଶ୍ଚର୍ୟଚକିତ, ଆଶ୍ଚର୍ୟାନ୍ୱିତ, ଚମତକୃତ
பிற மொழிகளில் மொழிபெயர்ப்பு :
Filled with the emotional impact of overwhelming surprise or shock.
An amazed audience gave the magician a standing ovation.