பொருள் : ମୂଳ ସ୍ଥିତିକୁ ଆଣିବା ବା ପୂର୍ବରୁ ହେଲାଭଳି କରିବା
எடுத்துக்காட்டு :
ସରକାର ଏହି ଜଙ୍ଗଲକୁ ଏହାର ମୂଳ ଓ ଅପରିବର୍ତ୍ତିତ ଅବସ୍ଥାକୁ ଆଣିବେ
ஒத்த சொற்கள் : ପୂର୍ବରୁ ହେଲାଭଳି କରିବା, ପୂର୍ବାବସ୍ଥାକୁ ଆଣିବା, ମୂଳ ସ୍ଥିତିକୁ ଆଣିବା
பிற மொழிகளில் மொழிபெயர்ப்பு :
* मूल स्थिति में लाना या पहले जैसा करना।
सरकार इस जंगल को इसके मूल और अपरिवर्तित अवस्था में लाएगी।Return to its original or usable and functioning condition.
Restore the forest to its original pristine condition.பொருள் : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
எடுத்துக்காட்டு :
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
ஒத்த சொற்கள் : କରିବା, ପରିବର୍ତ୍ତନ କରିବା, ବଦଳାଇବା
பிற மொழிகளில் மொழிபெயர்ப்பு :
பொருள் : ନେଇକି ଆସିବା
எடுத்துக்காட்டு :
ବାପା ଆମ୍ବ ଆଣିଲେ
ஒத்த சொற்கள் : ନେଇଆସିବା
பிற மொழிகளில் மொழிபெயர்ப்பு :