பொருள் : କୌଣସି କାମପାଇଁ ନିଜକୁ ବଳିଦାନ ଦେବାର ପ୍ରକ୍ରିୟା
எடுத்துக்காட்டு :
ଭାରତକୁ ସ୍ୱାଧୀନ କରିବାପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମବଳୀ ଦେବାକୁ ପଡ଼ିଥିଲା
ஒத்த சொற்கள் : ଆତ୍ମବଳିଦାନ
பிற மொழிகளில் மொழிபெயர்ப்பு :
किसी कार्य के लिए अपने आप को बलिदान कर देने की क्रिया।
भारत को स्वतंत्र कराने के लिए कई नेताओं को आत्मबलिदान देना पड़ा।Acting with less concern for yourself than for the success of the joint activity.
self-sacrifice, selflessnessபொருள் : ଜୀବନକୁ ବାଜି ଲଗାଇବାର ପ୍ରକ୍ରିୟା
எடுத்துக்காட்டு :
ବାଜିରାଉତଙ୍କ ଆତ୍ମବଳି ଆମର ସର୍ବଦା ମନେ ରହିବ
ஒத்த சொற்கள் : ପ୍ରାଣବଳି
பிற மொழிகளில் மொழிபெயர்ப்பு :
A quality of spirit that enables you to face danger or pain without showing fear.
braveness, bravery, courage, courageousnessபொருள் : କୌଣସି ଭଲକାମପାଇଁ କିମ୍ବା ଅନ୍ୟପାଇଁ ନିଜର ସୁଖ, ଲାଭ ଇତ୍ୟାଦି ଛାଡ଼ିବା କାର୍ଯ୍ୟ
எடுத்துக்காட்டு :
ଦଧିଚୀ ଦେବ କଲ୍ୟାଣପାଇଁ ଆତ୍ମଦାନ କରି ମୃତ୍ୟୁକୁ ବରଣ କଲେ
ஒத்த சொற்கள் : ଆତ୍ମତ୍ୟାଗ, ଆତ୍ମଦାନ, ଆତ୍ମୋତ୍ସର୍ଗ
பிற மொழிகளில் மொழிபெயர்ப்பு :
किसी अच्छे काम के लिए या दूसरों के लिए अपना सुख,लाभ आदि छोड़ने की क्रिया या भाव।
दधीचि ने देव कल्याण के लिए आत्मदान कर मौत को गले लगा लिया।Renunciation of your own interests in favor of the interests of others.
abnegation, denial, self-abnegation, self-denial, self-renunciationபொருள் : କୌଣସି ମହାନ ଉଦ୍ଦେଶ୍ୟରେ ପ୍ରାଣତ୍ୟାଗ କରିବା ପ୍ରକ୍ରିୟା
எடுத்துக்காட்டு :
ଦେଶର ସ୍ୱାଧୀନତାପାଇଁ ବହୁତ ବୀର ପ୍ରାଣବଳି ଦେଇଥିଲେ
ஒத்த சொற்கள் : ଆତ୍ମବଳିଦାନ, ପ୍ରାଣତ୍ୟାଗ, ପ୍ରାଣବଳି
பிற மொழிகளில் மொழிபெயர்ப்பு :
Acting with less concern for yourself than for the success of the joint activity.
self-sacrifice, selflessness