பொருள் : କୌଣସି ଦେଶ ବା ରାଜ୍ୟରେ ବସବାସ କରୁଥିବା ମୂଳ ନିବାସୀ
எடுத்துக்காட்டு :
ଆଦିବାସୀମାନଙ୍କର ଉଲ୍ଲେଖ ରାମାୟଣରେ ମଧ୍ୟ ମିଳେ
ஒத்த சொற்கள் : ଆଦିମ ଅଧିବାସୀ, ଆଦିମ ନିବାସୀ, ଜନଜାତି, ମୂଳନିବାସୀ
பிற மொழிகளில் மொழிபெயர்ப்பு :
किसी देश या राज्य में रहनेवाले मूल निवासी।
आदिवासियों का उल्लेख रामायण में भी मिलता है।பொருள் : କୌଣସି ସ୍ଥାନରେ ରହୁଥିବା ସେଠିକାର ମୂଳ ଅସଭ୍ୟ ତଥା ଜଂଗଲୀ ନିବାସୀ
எடுத்துக்காட்டு :
ସରକାର ଆଦିବାସୀଙ୍କ ବିକାଶପାଇଁ କେତେକ ଯୋଜନା ପ୍ରସ୍ତୁତ କରୁଛନ୍ତି
ஒத்த சொற்கள் : ଜନଜାତି, ବନ୍ୟଜାତି
பிற மொழிகளில் மொழிபெயர்ப்பு :
किसी देश या प्रान्त के वे निवासी जो बहुत पहले से वहाँ रहते आये हों ओर जिनके पश्चात् और भी लोग वहाँ आकर बसे हों।
सरकार आदिवासियों के विकास के लिए कुछ योजनाएँ बना रही है।Someone who lives in a tribe.
tribesmanபொருள் : ଯେଉଁମାନେ ଆଦିମ ଅଧିବାସୀ ଓ ଯେଉଁମାନଙ୍କର ସଭ୍ୟତା, ସଂସ୍କୃତି ଆଦି ସାଧାରଣ ଲୋକଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ନିମ୍ନ ସ୍ତରର
எடுத்துக்காட்டு :
ଭାରତର ଜଙ୍ଗଲଗୁଡ଼ିକରେ ଆଜି ବି କେତେକ ଜନଜାତି ବାସ କରନ୍ତି
ஒத்த சொற்கள் : ଜନଜାତି
பிற மொழிகளில் மொழிபெயர்ப்பு :