பொருள் : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
எடுத்துக்காட்டு :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
ஒத்த சொற்கள் : ଆଲମ୍ବନ, ନିଅଁ, ମୂଳ, ମୂଳଦୁଆ
பிற மொழிகளில் மொழிபெயர்ப்பு :
Lowest support of a structure.
It was built on a base of solid rock.பொருள் : କୌଣସି ବସ୍ତୁର ଅଚଳ ଅଂଶ
எடுத்துக்காட்டு :
ଏହି କମ୍ପ୍ୟୁଟରର ଆଧାର ଭାଙ୍ଗିଗଲା ଏହି ଚଉକୀର ଗୋଟିଏ ଗୋଡ଼ ଭାଙ୍ଗିଗଲା
ஒத்த சொற்கள் : ଗୋଡ଼, ପାଦ, ପିଣ୍ଡି
பிற மொழிகளில் மொழிபெயர்ப்பு :
The lower part of anything.
Curled up on the foot of the bed.பொருள் : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
எடுத்துக்காட்டு :
ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
பிற மொழிகளில் மொழிபெயர்ப்பு :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerபொருள் : ଯେଉଁ ସମ୍ବନ୍ଧ କାହାରି ପାଇଁ ନିଅଁ ବା ଆଧାର ସଦୃଶ ବା କାହାରିକୁ ନିବିଡ଼ କରାଏ
எடுத்துக்காட்டு :
ସେମାନେ ଏକ ବନ୍ଧୁତା ସୂତ୍ରରେ ଆବଦ୍ଧ
ஒத்த சொற்கள் : ସୂତ୍ର
பிற மொழிகளில் மொழிபெயர்ப்பு :
वह संबंध जो किसी के लिए नींव या आधार दे या मुहैया कराए।
वे एक मित्रवत आधार पर हैं।பொருள் : ସେହି ଅନ୍ତନିର୍ହିତ ମୂଳଭୂତ ପୂର୍ବାନୁମାନ ଯାହା କୌଣସି କଥାର ସ୍ପଷ୍ଟୀକରଣ ନିମନ୍ତେ ଆବଶ୍ୟକ ହୁଏ
எடுத்துக்காட்டு :
ଆପଣ କେଉଁ ଆଧାରରେ ମୋତେ ଏଭଳି କହୁଛନ୍ତି?
பிற மொழிகளில் மொழிபெயர்ப்பு :
वह अंतर्निहित मूलभूत पूर्वानुमान जो किसी बात के स्पष्टीकरण के लिए आवश्यक हो।
आप मुझे किस आधार पर ऐसा कह रहे हैं।The fundamental assumptions from which something is begun or developed or calculated or explained.
The whole argument rested on a basis of conjecture.பொருள் : କୌଣସି ଦ୍ରବ୍ୟ ପ୍ରସ୍ତୁତିରେ ଆଧାର ରୂପେ ଲୋଡାପଡ଼ୁଥିବା ସାମଗ୍ରୀ
எடுத்துக்காட்டு :
ଚନ୍ଦନର ତେଲ ଯେ କୌଣସି ଅତର ପାଇଁ ପ୍ରଥମ ଉପାଦାନ
ஒத்த சொற்கள் : ପ୍ରଥମ ଉପାଦାନ
பிற மொழிகளில் மொழிபெயர்ப்பு :
The principal ingredient of a mixture.
Glycerinated gelatin is used as a base for many ointments.