பொருள் : ଯାହା କାମରେ ଲାଗେ ବା ଯାହାର ଉପଯୋଗ କରାଯାଏ
எடுத்துக்காட்டு :
ଗୁଡ଼ିଆ ମିଠେଇ ତିଆରିପାଇଁ ଆବଶ୍ୟକ ଜିନିଷର ତାଲିକା କଲା
ஒத்த சொற்கள் : ଆବଶ୍ୟକ, ଉପଯୋଗୀ, ଦରକାରୀ, ବ୍ୟବହୃତ
பிற மொழிகளில் மொழிபெயர்ப்பு :
जो काम में लाया गया हो या जिसका उपयोग किया गया हो।
हलवाई ने मिठाई में प्रयुक्त चीज़ों की सूची बनाई।பொருள் : ଯାହାର ଆବଶ୍ୟକତା ଅଛି
எடுத்துக்காட்டு :
ସେ କିଛି ଆବଶ୍ୟକ କାମ କରିବା ନିମନ୍ତେ ସହରକୁ ଯାଇଛନ୍ତି ଆପଣଙ୍କର ଏ କାମ ବାଧ୍ୟତାମୂଳକ ନୁହେଁ ଏହା ବାଦଶାହଙ୍କର ଆବଶ୍ୟକୀୟ ଜରୁରୀ ହୁକୁମ୍
ஒத்த சொற்கள் : ଜରୁରୀ, ବାଧ୍ୟତାମୂଳକ
பிற மொழிகளில் மொழிபெயர்ப்பு :