பொருள் : ଗ୍ରୀଷ୍ମ ପ୍ରଧାନ ଦେଶରେ ମିଳୁଥିବା ଏକ ବଡ଼ ଚିରହରିତ ଗଛ ଯାହାର ରସାଳ ଫଳ ଖିଆଯାଏ ବା ଚୋଷାଯାଏ
எடுத்துக்காட்டு :
ଆମ୍ବ କାଠ ସାଜସଜ୍ଜା ବସ୍ତୁ ତିଆରିପାଇଁ ବ୍ୟବହାର କରାଯାଏ
ஒத்த சொற்கள் : ଆମ୍ର, ଚୂତ, ରସାଳ
பிற மொழிகளில் மொழிபெயர்ப்பு :
गर्म देशों में पाया जाने वाला एक बड़ा, सदाबहार पेड़ जिसके रसीले फल खाए या चूसे जाते हैं।
आम की लकड़ी का उपयोग साज-सज्जा की वस्तुएँ बनाने में किया जाता है।Large evergreen tropical tree cultivated for its large oval fruit.
mangifera indica, mango, mango treeபொருள் : ଗୋଟିଏ ଫଳ ଯାହା ଚୋଷି ଖିଆଯାଏ
எடுத்துக்காட்டு :
ଶୁଆ ଗଛ ଉପରେ ବସି ଆମ୍ବ ଖାଉଛି ଶାସ୍ତ୍ରରେ ଆମ୍ବକୁ ଇନ୍ଦ୍ରାସନୀ ଫଳ ବୋଲି କୁହାଯାଇଛି
பிற மொழிகளில் மொழிபெயர்ப்பு :
Large oval tropical fruit having smooth skin, juicy aromatic pulp, and a large hairy seed.
mangoபொருள் : ଯେଉଁ ରୋଗରେ ଶରୀରରୁ ବାରମ୍ବାର ଚିକ୍କଣ, ଧଳା ଅଠାଳିଆ ମଳ ବାହାରେ
எடுத்துக்காட்டு :
ଆମାତିସାର ପୀଡ଼ିତ ବ୍ୟକ୍ତିକୁ ବାରମ୍ବାର ଶୌଚାଳୟକୁ ଯିବାକୁ ପଡ଼େ
ஒத்த சொற்கள் : ଆମାତିସାର
பிற மொழிகளில் மொழிபெயர்ப்பு :