பொருள் : କଥାବସ୍ତୁଆଦି ଆରମ୍ଭ କରିବା
எடுத்துக்காட்டு :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
ஒத்த சொற்கள் : ଉଠାଇବା, ବାହାର କରିବା
பிற மொழிகளில் மொழிபெயர்ப்பு :
Take the first step or steps in carrying out an action.
We began working at dawn.பொருள் : କୌଣସି କାମ, କଥା ଇତ୍ୟାଦିର ଆରମ୍ଭ କରିବା
எடுத்துக்காட்டு :
ପଣ୍ଡିତ ପୂଜା ଆରମ୍ଭ କଲେ
ஒத்த சொற்கள் : ଚାଲୁ କରିବା
பிற மொழிகளில் மொழிபெயர்ப்பு :
किसी काम, बात आदि को शुरू करना।
पंडितजी ने पूजा आरंभ की।Take the first step or steps in carrying out an action.
We began working at dawn.பொருள் : କୌଣସି କଥା ବା କର୍ଯ୍ୟର ଆରମ୍ଭ ହେବା
எடுத்துக்காட்டு :
ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା
ஒத்த சொற்கள் : ପ୍ରାରମ୍ଭ କରିବା
பிற மொழிகளில் மொழிபெயர்ப்பு :
किसी बात या कार्य आदि की शुरुआत होना।
भारत और पाकिस्तान के बीच लड़ाई छिड़ गई।பொருள் : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
எடுத்துக்காட்டு :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
ஒத்த சொற்கள் : ଉଠାଇବା