பொருள் : ଯାହାକୁ କେଉଁଠାରେ ଆଶ୍ରୟ ମିଳେ ନାହିଁ
எடுத்துக்காட்டு :
ଏହି ସଂସ୍ଥା ଆଶ୍ରାହୀନ ଲୋକମାନଙ୍କୁ ଆଶ୍ରୟ ପ୍ରଦାନ କରିଥାଏ
ஒத்த சொற்கள் : ଅନାଶ୍ରିତ, ଆଶ୍ରାହୀନ, ନିରାଶ୍ରିତ, ନିରାଶ୍ରୟ
பிற மொழிகளில் மொழிபெயர்ப்பு :
Poor enough to need help from others.
destitute, impoverished, indigent, necessitous, needy, poverty-strickenபொருள் : ବିନା ବାସ ଗୃହରେ ବା ଯାହାର ବାସଗୃହ ନାହିଁ
எடுத்துக்காட்டு :
ସରଯୂ ନଦୀରେ ଆସିଥିବା ଭୀଷଣ ବଢ଼ି ହଜାରହଜାର ଲୋକଙ୍କୁ ବାସହୀନ କରିଦେଲା
ஒத்த சொற்கள் : ଅନିକେତ, ଆବାସହୀନ, ଗୃହବିହୀନ, ଗୃହହୀନ, ବାସହୀନ, ବେଘର
பிற மொழிகளில் மொழிபெயர்ப்பு :
Physically or spiritually homeless or deprived of security.
Made a living out of shepherding dispossed people from one country to another.பொருள் : ଯାହାର କେହି ପାଳନ-ପୋଷଣକାରୀ ନାହାନ୍ତି
எடுத்துக்காட்டு :
ଶ୍ୟାମ ନିଜର ସାରା ଜୀବନ ଅନାଥ ଶିଶୁଙ୍କ ପାଳନପୋଷଣରେ ବିତାଇଦେଲା
ஒத்த சொற்கள் : ଅନାଥ, ଅସହାୟ, ଛେଉଁଣ୍ଡ, ପିତୃମାତୃହୀନ
பிற மொழிகளில் மொழிபெயர்ப்பு :