பொருள் : ଯିଏ କିଛି ଅପରାଧ କରିଛି
எடுத்துக்காட்டு :
ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
பிற மொழிகளில் மொழிபெயர்ப்பு :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।பொருள் : ଯାହା ଆସାମ ସମ୍ବନ୍ଧୀୟ ବା ଆସାମର
எடுத்துக்காட்டு :
ମୋର ଜେଜେ ବହୁତ ବର୍ଷ ଆସାମରେ କଟାଇଛନ୍ତି ତେଣୁ ତାଙ୍କର ଅସମିଆ ସଂସ୍କୃତିରେ ଭଲ ଜ୍ଞାନ ରହିଛି
ஒத்த சொற்கள் : ଅସମିଆ
பிற மொழிகளில் மொழிபெயர்ப்பு :
பொருள் : ଆସାମୀ ଭାଷା ସଂବନ୍ଧିତ ବା ଆସାମୀ ଭାଷାର
எடுத்துக்காட்டு :
ତାର ଆସାମୀ ସାହିତ୍ୟରେ କୌଣସି ଜ୍ଞାନ ନାହିଁ
பொருள் : ଆସାମରେ ରହିବା ବ୍ୟକ୍ତି
எடுத்துக்காட்டு :
ବ୍ରହ୍ମପୁତ୍ର ନଦୀକୂଳରେ ଥିବା ଆସାମୀ ଲୋକେ ନଦୀବଢ଼ିରେ ପୀଡ଼ିତ ହୁଅନ୍ତି