பொருள் : ସଙ୍କେତ ରୂପରେ ହେଉଥିବା କଥନ
எடுத்துக்காட்டு :
କବିଙ୍କ ସାଙ୍କେତିକ କଥନର ମର୍ମ ବୁଝିବା ସହଜ ନୁହେଁ
ஒத்த சொற்கள் : ସାଙ୍କେତିକ କଥନ
பிற மொழிகளில் மொழிபெயர்ப்பு :
பொருள் : ଅଙ୍ଗୁଳିଦ୍ୱାରା କରାଯାଇଥିବା ସଙ୍କେତ
எடுத்துக்காட்டு :
ହରିଶ୍ଚନ୍ଦ୍ର ଅଙ୍ଗୁଳି ସଙ୍କେତରେ ମୋତେ ଡାକୁଛନ୍ତି
ஒத்த சொற்கள் : ଅଙ୍ଗୁଳି ସଙ୍କେତ
பிற மொழிகளில் மொழிபெயர்ப்பு :
उँगली द्वारा किया जाने वाला संकेत।
हरिश्चन्द्र इशारे से मुझे बुला रहा है।பொருள் : କୌଣସି ହାଲୁକା ଆଧାର ବା ସାହାରା
எடுத்துக்காட்டு :
ଟଳଟଳ ବିଶ୍ବାସର ସୂକ୍ଷ୍ମ ଆଧାର ଉପରେ ତିଷ୍ଠି ରହିଥିବା ସମ୍ବନ୍ଧ କେତେ ସମୟ ପର୍ଯ୍ୟନ୍ତ ରହି ପାରିବ
ஒத்த சொற்கள் : ସୂକ୍ଷ୍ମ ଆଧାର
பிற மொழிகளில் மொழிபெயர்ப்பு :
कोई हल्का आधार या सहारा।
डगमगाते विश्वास के सूक्ष्म आधार पर टिका संबंध कब तक बना रह सकता है।