பொருள் : ଜଣେ ଦାନବ
எடுத்துக்காட்டு :
ପୁରାଣମାନଙ୍କରେ ଉଗ୍ରଙ୍କ ବର୍ଣ୍ଣନା ମିଳେ
பிற மொழிகளில் மொழிபெயர்ப்பு :
பொருள் : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂର୍ବାଫାଲ୍ଗୁନୀ, ପୂର୍ବାଷାଢା,ପୂର୍ବାଭାଦ୍ରପଦ, ମଘା ତଥା ଭରଣୀ ଏହି ପାଞ୍ଚଟି ନକ୍ଷତ୍ର
எடுத்துக்காட்டு :
ଉଗ୍ର ନକ୍ଷତ୍ରମାନଙ୍କୁ ସ୍ବଭାବରୁହିଁ ପ୍ରବଳ ବୋଲି ବିଚାର କରାଯାଏ
பிற மொழிகளில் மொழிபெயர்ப்பு :
ज्योतिष के अनुसार पूर्वाफाल्गुनी, पूर्वाषाढ़ा, पूर्वाभाद्रपद, मघा तथा भरणी ये पाँचों नक्षत्र।
उग्र स्वभाव से ही प्रबल माने जाते है।பொருள் : ଧୃତରାଷ୍ଟ୍ରଙ୍କର ଜଣେ ପୁତ୍ର
எடுத்துக்காட்டு :
ମହାଭାରତରେ ଉଗ୍ରଙ୍କ ଉଲ୍ଲେଖ ମିଳେ
பிற மொழிகளில் மொழிபெயர்ப்பு :
An imaginary being of myth or fable.
mythical beingபொருள் : ଶୂଦ୍ର ମାଆ ଏବଂ କ୍ଷତ୍ରିୟ ବାପାଙ୍କଠାରୁ ଉତ୍ପନ୍ନ ଗୋଟିଏ ପ୍ରାଚୀନ ସଙ୍କର ଜାତି
எடுத்துக்காட்டு :
କୁହାଯାଏ ଯେ ଉଗ୍ର ଜାତିର ଲୋକମାନଙ୍କ ସ୍ବଭାବ ବହୁତ ଉଗ୍ର ତଥା କ୍ରୂର ଥିଲା
பிற மொழிகளில் மொழிபெயர்ப்பு :
शूद्र माता और क्षत्रिय पिता से उत्पन्न एक प्राचीन संकर जाति।
कहा जाता है कि उग्र लोगों का स्वभाव बहुत उग्र तथा क्रूर था।பொருள் : ତେଜ ବା ପ୍ରଖର
எடுத்துக்காட்டு :
ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
ஒத்த சொற்கள் : ତୀକ୍ଷ୍ଣ, ତୀବ୍ର, ତେଜ, ପ୍ରଖର, ଶାଣିତ
பிற மொழிகளில் மொழிபெயர்ப்பு :
Having or demonstrating ability to recognize or draw fine distinctions.
An acute observer of politics and politicians.பொருள் : ଯାହାକୁ ଦେଖିଲେ ଭୟ ବା ଡର ଲାଗେ
எடுத்துக்காட்டு :
ମହିଷାସୁରକୁ ମାରିବାପାଇଁ ମା’ କାଳୀ ପ୍ରଚଣ୍ଡ ରୂପ ଧାରଣ କରିଥିଲେ ମାନସିଂହ ଜଣେ ଉଗ୍ର ଡାକୁ ଥିଲା
ஒத்த சொற்கள் : ପ୍ରଚଣ୍ଡ, ବିକଟ, ଭୀଷଣ, ଭୟଂକର, ଭୟଙ୍କର, ହିଂସ୍ର
பிற மொழிகளில் மொழிபெயர்ப்பு :
जो अपने आकार-प्रकार, रूप-रङ्ग आदि की भीपणता या विकरालता के कारण देखनेवालों के मन में आतङ्क, आशङ्का या भय का संचार करता हो। जिसे देखने से भय या डर लगे।
महिषासुर को मारने के लिए माँ काली ने भयानक रूप धारण किया।Causing fear or dread or terror.
The awful war.