பொருள் : କଥାବସ୍ତୁଆଦି ଆରମ୍ଭ କରିବା
எடுத்துக்காட்டு :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
ஒத்த சொற்கள் : ଆରମ୍ଭ କରିବା, ବାହାର କରିବା
பிற மொழிகளில் மொழிபெயர்ப்பு :
Take the first step or steps in carrying out an action.
We began working at dawn.பொருள் : ଉପର ଆଡ଼କୁ ସଙ୍କୁଚିତ ହେବା
எடுத்துக்காட்டு :
ହାତ ଧୋଇବାପାଇଁ ସେ ତା କମିଜକୁ ବାହୁଉପରକୁ ଉଠାଇଲା
ஒத்த சொற்கள் : ଊର୍ଦ୍ଧ୍ୱଗାମୀ କରିବା
பிற மொழிகளில் மொழிபெயர்ப்பு :
பொருள் : ଉଚ୍ଚା କରିବା
எடுத்துக்காட்டு :
ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
ஒத்த சொற்கள் : ଉପରକୁକରିବା, ଟେକିବା
பிற மொழிகளில் மொழிபெயர்ப்பு :
பொருள் : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
எடுத்துக்காட்டு :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
ஒத்த சொற்கள் : ଆରମ୍ଭ କରିବା
பொருள் : ସ୍ଥାନ ତ୍ୟାଗ କରିବା
எடுத்துக்காட்டு :
ସେ ନିଜେ ବସିବାପାଇଁ ସୋହନକୁ ଚଉକି ଉପରୁ ଉଠାଇଲେ
பிற மொழிகளில் மொழிபெயர்ப்பு :
பொருள் : ଭଡ଼ାରେ ଦେବା
எடுத்துக்காட்டு :
ମୁଁ ମୋ ଘରର ଅଧା ଭାଗ ଭଡାରେ ଉଠାଇଛି
பிற மொழிகளில் மொழிபெயர்ப்பு :
भाड़े या किराये पर देना।
मैंने अपने मकान का आधा हिस्सा भाड़े पर उठाया है।பொருள் : କ୍ୟାମେରାରେ ଫୋଟୋ ଉଠେଇବା
எடுத்துக்காட்டு :
ରୂପେନ୍ଦ୍ର ବହୁତ ଭଲ ଫଟ ଉଠାଏ
ஒத்த சொற்கள் : ଫଟ ଉଠାଇବା, ଫୋଟୋ ଉଠାଇବା
பிற மொழிகளில் மொழிபெயர்ப்பு :
कैमरे से फोटो लेना।
रुपेन्द्र बहुत बढ़िया फोटो खींचता है।Record on photographic film.
I photographed the scene of the accident.பொருள் : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
எடுத்துக்காட்டு :
ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
ஒத்த சொற்கள் : ଉଚ୍ଚରେ ରଖିବା, ଉପରେ ରଖିବା, ଚଢ଼ାଇବା, ଶୀର୍ଷରେ ରଖିବା
பிற மொழிகளில் மொழிபெயர்ப்பு :
பொருள் : ଘର ବା କାନ୍ଥ ଆଦି ତିଆରି କରିବା
எடுத்துக்காட்டு :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
ஒத்த சொற்கள் : ତିଆରି କରିବା, ନିର୍ମାଣ କରିବା
பிற மொழிகளில் மொழிபெயர்ப்பு :