பொருள் : ତଲୱାରର ବତିଶ ପ୍ରକାର ଚାଳନାରୁ ଏକ
எடுத்துக்காட்டு :
ଖଡ୍ଗଧାରୀ ଉତ୍ତମରୂପେ ନିପୁଣ ଅଟେ
பிற மொழிகளில் மொழிபெயர்ப்பு :
பொருள் : ଯେ ବହୁତ ଭଲ
எடுத்துக்காட்டு :
ରାମଚରିତ ମାନସ ଗୋସ୍ୱାମୀ ତୁଳସୀଦାସଙ୍କର ଏକ ଶ୍ରେଷ୍ଠ କୃତି
ஒத்த சொற்கள் : ଉତ୍କୃଷ୍ଟ, ପ୍ରକୃଷ୍ଟ, ଶ୍ରେଷ୍ଠ, ସବୁଠୁ ଭଲ
பிற மொழிகளில் மொழிபெயர்ப்பு :
जो बहुत अच्छा हो।
राम चरित मानस गोस्वामी तुलसीदास की एक उत्तम कृति है।பொருள் : ଯାହା ଗୁଣବତ୍ତାସହ ଯୁକ୍ତ
எடுத்துக்காட்டு :
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ ବହୁତ ଦିନ ଚଳେ
ஒத்த சொற்கள் : ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ୱିତ, ଭଲ
பிற மொழிகளில் மொழிபெயர்ப்பு :
जो गुणवत्ता से युक्त हो।
गुणवत्तायुक्त उपकरण महँगे तो होते हैं मगर चलते भी बहुत हैं।பொருள் : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
எடுத்துக்காட்டு :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
பிற மொழிகளில் மொழிபெயர்ப்பு :
Having desirable or positive qualities especially those suitable for a thing specified.
Good news from the hospital.