பொருள் : ରାଜା ବିରାଟଙ୍କ ପୁତ୍ର
எடுத்துக்காட்டு :
ଉତ୍ତର କୁମାରଙ୍କ ଭଉଣୀ ଉତ୍ତରାଙ୍କ ବିବାହ ଅଭିମନ୍ୟୁଙ୍କ ସହିତ ହୋଇଥିଲା
ஒத்த சொற்கள் : ଉତ୍ତର କୁମାର
பிற மொழிகளில் மொழிபெயர்ப்பு :
பொருள் : କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା
எடுத்துக்காட்டு :
ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି
ஒத்த சொற்கள் : ଜବାବ୍
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ କାବ୍ୟାଳଙ୍କାର
எடுத்துக்காட்டு :
ଉତ୍ତର ଅଳଙ୍କାରରେ ଉତ୍ତର ଶୁଣିଲାମାତ୍ରେ ପ୍ରଶ୍ନକୁ ଅନୁମାନ କରାଯାଏ
ஒத்த சொற்கள் : ଉତ୍ତର ଅଳଙ୍କାର
பிற மொழிகளில் மொழிபெயர்ப்பு :
பொருள் : ଦକ୍ଷିଣ ଦିଗର ସମ୍ମୁଖସ୍ଥ ଦିଗ
எடுத்துக்காட்டு :
ଭାରତର ଉତ୍ତରରେ ହିମାଳୟ ପର୍ବତ ବିରାଜମାନ
ஒத்த சொற்கள் : ଉତ୍ତର ଦିଗ, ଉତ୍ତର ଦିଶା, ଉଦୀଚୀ
பிற மொழிகளில் மொழிபெயர்ப்பு :
दक्षिण दिशा के सामने की दिशा।
भारत के उत्तर में हिमालय पर्वत विराजमान है।பொருள் : ଉତ୍ତର ଦିଗରେ ଥିବା ପ୍ରଦେଶ
எடுத்துக்காட்டு :
ମହେଶ ଉତ୍ତରର ବାସିନ୍ଦା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଶୂନ୍ୟଠାରୁ ତିନିଶହ ଷାଠିଏ ଡିଗ୍ରୀ ଉପରେ ହୋଇଥାଏ
எடுத்துக்காட்டு :
ଉତ୍ତର ସର୍ବଦା ଉତ୍ତର ଦିଗଆଡ଼କୁ ହିଁ ହୋଇଥାଏ
பிற மொழிகளில் மொழிபெயர்ப்பு :
* दिक्सूचक-यंत्र का वह प्रधान बिन्दु जो शून्य या तीन सौ साठ डिग्री पर होता है।
उत्तर हमेशा उत्तर दिशा की ओर ही होता है।பொருள் : ବୈଦିକ କାଳର ଗୋଟିଏ ଗୀତ
எடுத்துக்காட்டு :
ଗାୟକ ଉତ୍ତର ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି
பிற மொழிகளில் மொழிபெயர்ப்பு :
பொருள் : ଉତ୍ତର ଦିଗ ସହ ସମ୍ବନ୍ଧିତ
எடுத்துக்காட்டு :
ଉତ୍ତର ଆମେରିକାର ଅନେକ ଦେଶ ଉନ୍ନତ
பிற மொழிகளில் மொழிபெயர்ப்பு :