பொருள் : କୌଣସି ବସ୍ତୁ ନିର୍ମାଣ କରିବା
எடுத்துக்காட்டு :
ନଦୀରେ ବନ୍ଧବାନ୍ଧି ବିଜୁଳୀ ଉତ୍ପାଦନ କରାଯାଏ
ஒத்த சொற்கள் : ଉତ୍ପାଦନ କରିବା, ନିଷ୍ପନ୍ନ କରିବା, ସୃଷ୍ଟିକରିବା
பிற மொழிகளில் மொழிபெயர்ப்பு :
किसी वस्तु आदि का निर्माण करना।
नदी पर बाँध बनाकर बिजली का उत्पादन किया जाता है।பொருள் : ଗର୍ଭରୁ ପିଲା ପ୍ରସବ ହେବା
எடுத்துக்காட்டு :
ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ
ஒத்த சொற்கள் : ଜନ୍ମ ଦେବା, ଜନ୍ମକରିବା, ପ୍ରସବ କରିବା
பிற மொழிகளில் மொழிபெயர்ப்பு :
பொருள் : କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା
எடுத்துக்காட்டு :
ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି
ஒத்த சொற்கள் : ଉତ୍ପତି କରିବା, କରିବା, ଜନ୍ମ କରିବା, ଜାତ କରିବା, ସୃଷ୍ଟି କରିବା
பிற மொழிகளில் மொழிபெயர்ப்பு :
* करना या कुछ ऐसा करना जिससे कोई अवस्था आदि बन जाए या कोई भाव आदि उत्पन्न हो।
आप एक बहुत बड़ी गलती कर रहे हैं।