பொருள் : କୌଣସି ପ୍ରଭାବଶାଳି ବ୍ୟକ୍ତିକୁ ଲକ୍ଷକରି କହିବା କିମ୍ବା କରିବାପାଇଁ ହେଉଥିବା ସଂକେତ
எடுத்துக்காட்டு :
ମୋତେ ଚିତ୍ରକଳାର ପ୍ରେରଣା ମାଆଙ୍କଠାରୁ ମିଳିଛି
ஒத்த சொற்கள் : ପ୍ରେରଣା
பிற மொழிகளில் மொழிபெயர்ப்பு :
किसी प्रभावशाली व्यक्ति या क्षेत्र की ओर से कुछ कहने या करने के लिए होनेवाला संकेत।
मुझे चित्रकला की प्रेरणा माँ से मिली।பொருள் : କିଛି କରିବାପାଇଁ କାହାରି ଉତ୍ସାହ ବଢ଼ାଇବାର ପ୍ରକ୍ରିୟା
எடுத்துக்காட்டு :
ସେ ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହନ ଦେଉଥିଲେ
ஒத்த சொற்கள் : ପ୍ରୋତ୍ସାହ, ପ୍ରୋତ୍ସାହନ
பிற மொழிகளில் மொழிபெயர்ப்பு :
कुछ करने के लिए किसी का उत्साह बढ़ाने की क्रिया।
वह प्रतियोगियों को प्रोत्साहन दे रहा था।பொருள் : ମନରେ ଉତ୍ପନ୍ନ ହେଉଥିବା ଏକ ମନୋବେଗ ଯାହାଦ୍ୱାରା କାମ କରିବାପାଇଁ ଶକ୍ତି ବଢ଼େ
எடுத்துக்காட்டு :
ସଚିନ ଉତ୍ସାହ ସହିତ ବଲ୍ ମାରୁଛନ୍ତି
ஒத்த சொற்கள் : ଆଗ୍ରହ, ଉଲ୍ଲାସ, ଯତ୍ନ
பிற மொழிகளில் மொழிபெயர்ப்பு :
A feeling of excitement.
enthusiasmபொருள் : କୌଣସି କାମପାଇଁ ହେଉଥିବା ଉତ୍ସାହ
எடுத்துக்காட்டு :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
ஒத்த சொற்கள் : ଚଞ୍ଚଳତା, ତେଜ, ଫୂର୍ତ୍ତି, ସ୍ପୂର୍ତ୍ତି
பிற மொழிகளில் மொழிபெயர்ப்பு :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimblenessபொருள் : ଯେଉଁଥିରେ ଉତ୍ସାହ ଅଛି କିମ୍ବା ଉତ୍ସାହରେ ଭରପୂର୍ଣ୍ଣ
எடுத்துக்காட்டு :
ସେ ଉତ୍ସାହ ସହକାରେ ଭାଷଣ ଦେଲା
ஒத்த சொற்கள் : ଆବେଶପୂର୍ଣ୍ଣ, ସରଗରମ
பிற மொழிகளில் மொழிபெயர்ப்பு :
Having or expressing strong emotions.
passionate