பொருள் : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
எடுத்துக்காட்டு :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
ஒத்த சொற்கள் : ଆଦର୍ଶ, ଡିଜାଇନ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ
பிற மொழிகளில் மொழிபெயர்ப்பு :
A model considered worthy of imitation.
The American constitution has provided a pattern for many republics.பொருள் : କୌଣସି ପଦାର୍ଥର ରୂପ, ଗୁଣଆଦି ପରିଚୟ କରାଇବାପାଇଁ ତନ୍ମଧ୍ୟରୁ ବାହାର କରାଯାଇଥିବା କିଛି ଅଂଶ
எடுத்துக்காட்டு :
କୃଷକ ଶସ୍ୟର ନମୂନା ସେଠ୍କୁ ଦେଖେଇଲା କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଭାଷାର ଏକ ଉଦାହରଣ ଦେଖନ୍ତୁ
ஒத்த சொற்கள் : ନମୂନା, ସାମ୍ପଲ୍
பிற மொழிகளில் மொழிபெயர்ப்பு :
A small part of something intended as representative of the whole.
sample