பொருள் : କୌଣସି ବସ୍ତୁ ଆଦିର ମୂଲ୍ୟ ଯାହା ମାଲିକକୁ ପରେ ଦିଆଯାଇଥାଏ
எடுத்துக்காட்டு :
ଏବେ ଲୁଗା ବେପାରୀଙ୍କର ମୋ ଉପରେ ଦୁଇ ହଜାର ଟଙ୍କା ଉଧାର ଅଛି
பிற மொழிகளில் மொழிபெயர்ப்பு :
Money or goods or services owed by one person to another.
debtபொருள் : କାହାଠାରୁ ବା କେଉଁଠାରୁ ସୁଧ ସହିତ ବା ବିନା ସୁଧ ସହିତ ଫେରସ୍ତ କରିବାର ଚୁକ୍ତି ସହିତ ନିଆଯାଇଥିବା ଧନ
எடுத்துக்காட்டு :
ସେ ଘର ତିଆରିପାଇଁ ବ୍ୟାଙ୍କରୁ ଋଣ ନେଇଛି
பிற மொழிகளில் மொழிபெயர்ப்பு :
Money or goods or services owed by one person to another.
debtபொருள் : କାହାଠାରୁ ନିଆଯାଇଥିବା ଯେଉଁ ବସ୍ତୁ, ଟଙ୍କଆଦିକୁ ନିର୍ଦ୍ଧିଷ୍ଟ ସମୟରେ ଫେରାଯାଏ
எடுத்துக்காட்டு :
ସେ ବହିକିଣିବା ପାଇଁ ମୋ ଠାରୁ ଦୁଇଶହ ଟଙ୍କା ଉଧାର ନେଲା
பிற மொழிகளில் மொழிபெயர்ப்பு :
Money or goods or services owed by one person to another.
debtபொருள் : ହଳିଆକୁ ବିନା ସୁଧରେ ଦିଆ ଯାଉଥିବା ଧନ
எடுத்துக்காட்டு :
ହଳିଆ ଉଧାର ନେବାକୁ ଆସିଛି
பிற மொழிகளில் மொழிபெயர்ப்பு :