பொருள் : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
எடுத்துக்காட்டு :
ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
ஒத்த சொற்கள் : ଅଭ୍ୟୁଦୟ, ଉତ୍ଥାନ, ଉନ୍ନୟନ, ପ୍ରଗତି, ବିକାଶ
பிற மொழிகளில் மொழிபெயர்ப்பு :
Gradual improvement or growth or development.
Advancement of knowledge.பொருள் : ଯେଉଁ ପ୍ରକ୍ରିୟାଦ୍ୱାରା ଖାଦ୍ୟ ପଦାର୍ଥ ଶରୀରର କୋଷିକାରେ ଏବଂ ଶରୀରର ବୃଦ୍ଧି, ମରାମତି ତଥା ତାହାର ସାମାନ୍ୟ କାର୍ଯ୍ୟପାଇଁ ଶକ୍ତିରେ ରୂପାନ୍ତରିତ ହୋଇଯାଏ
எடுத்துக்காட்டு :
ବେଳେ ବେଳେ ଶାରୀରିକ ଶକ୍ତିହୀନତା କାରଣରୁ ପାଚନ ଭଲଭାବରେ ହୋଇ ନ ଥାଏ
ஒத்த சொற்கள் : ଅଭିବୃଦ୍ଧି, ଉପଚୟ, ପାଚନ, ପୁଷ୍ଟି, ସମୃଦ୍ଧି
பிற மொழிகளில் மொழிபெயர்ப்பு :
वह क्रिया जिसके द्वारा खाद्य पदार्थ शरीर के ऊतकों में एवं शरीर की वृद्धि, मरम्मत तथा इसके सामान्य कार्यों के लिए ऊर्जा या शक्ति में रूपान्तरित हो जाते हैं।
कभी-कभी शारीरिक कमजोरी का कारण उपचय का ठीक तरह से न होना होता है।The synthesis in living organisms of more complex substances (e.g., living tissue) from simpler ones together with the storage of energy.
anabolism, constructive metabolism