பொருள் : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
எடுத்துக்காட்டு :
ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
ஒத்த சொற்கள் : ଆନ୍ଦୋଳନ, ଦମନ, ବିଦ୍ରୋହ, ବିପ୍ଳବ, ବିରୋଧ
பிற மொழிகளில் மொழிபெயர்ப்பு :
Organized opposition to authority. A conflict in which one faction tries to wrest control from another.
insurrection, rebellion, revolt, rising, uprisingபொருள் : ଆକସ୍ମିକ ଦୁଃଖଦାୟକ ଘଟଣା
எடுத்துக்காட்டு :
ମାଙ୍କଡ଼ପଲ ଉତ୍ପାତ ଜାରି ରଖିଛନ୍ତି ମାଙ୍କଡ଼ପଲ ଉପଦ୍ରବ କରୁଛନ୍ତି
ஒத்த சொற்கள் : ଉତ୍ପାତ
பிற மொழிகளில் மொழிபெயர்ப்பு :
பொருள் : ବହୁତ ଲୋକଙ୍କର ଏଭଳି ଝଗଡ଼ା ଯେଉଁଥିରେ ମାଡ଼ପିଟ ବି ହୁଏ
எடுத்துக்காட்டு :
ଛାତ୍ର ଉପଦ୍ରବରେ ଅସ୍ତବ୍ୟସ୍ତ ହୋଇ ପ୍ରଧାନଶିକ୍ଷକ ଅନିଶ୍ଚିତ କାଳପାଇଁ ବିଦ୍ୟାଳୟକୁ ବନ୍ଦ କରିଦେଲେ ଆପଣମାନେ ଅଯଥାରେ ଗଣ୍ଡଗୋଳ କରନ୍ତୁ ନାହିଁ ଚାରିଆଡେ ଅତ୍ୟାଚାର, ଉତ୍ପୀଡନ ବ୍ୟାପିଛି
ஒத்த சொற்கள் : ଅତ୍ୟାଚାର, ଉତ୍ପାତ, ଉତ୍ପୀଡନ, ଦଙ୍ଗା
பிற மொழிகளில் மொழிபெயர்ப்பு :
बहुत से लोगों द्वारा की जाने वाली तोड़-फोड़, मार-पीट आदि।
छात्रों के उपद्रव से परेशान होकर प्रधानाचार्य ने अनिश्चित काल के लिए विद्यालय को बंद कर दिया।