பொருள் : ଯାହାର କୌଣସି କାମ କରିବାପାଇଁ ଶକ୍ତି ବା ଗୁଣ ଅଛି
எடுத்துக்காட்டு :
ଏହି କାମ କରିବାପାଇଁ ଜଣେ ଯୋଗ୍ୟ ବ୍ୟକ୍ତିର ଆବଶ୍ୟକତା ଅଛି
பிற மொழிகளில் மொழிபெயர்ப்பு :
பொருள் : ଯେଉଁଭଳି ହେବା ଦରକାର ସେଭଳି
எடுத்துக்காட்டு :
ଆପଣ ଉଚିତ କଥା କହିବା ଆବଶ୍ୟକ ସମୁଚିତ ପ୍ରଚେଷ୍ଟାଦ୍ୱାରା ଯେ କୌଣସି କାର୍ଯ୍ୟରେ ସଫଳତା ମିଳେ
ஒத்த சொற்கள் : ଉଚିତ, ଠିକ, ଯୋଗ୍ୟ, ସମୁଚିତ
பிற மொழிகளில் மொழிபெயர்ப்பு :
Suitable for a particular person or place or condition etc.
A book not appropriate for children.பொருள் : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
எடுத்துக்காட்டு :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
ஒத்த சொற்கள் : ଉଚିତ, ଠିକ୍, ଯଥାର୍ଥ, ଯଥୋଚିତ, ସଙ୍ଗତ, ୱାଜିବ
பிற மொழிகளில் மொழிபெயர்ப்பு :
Suitable for a particular person or place or condition etc.
A book not appropriate for children.