பொருள் : କୌଣସି କାମ ଓ ରୋଗଆଦିର ସମାପ୍ତି ପରେ ହେଉଥିବା ସୁଖଦ ଅନୁଭବ
எடுத்துக்காட்டு :
ଔଷଧ ଖାଇଲାପରେ ହିଁ ମୋର ମୁଣ୍ଡ ବ୍ୟଥାରୁ ଉପଶମ ମିଳିଲା
ஒத்த சொற்கள் : ଆରାମ
பிற மொழிகளில் மொழிபெயர்ப்பு :
The feeling that comes when something burdensome is removed or reduced.
As he heard the news he was suddenly flooded with relief.பொருள் : କୌଣସି ହାନିକାରକ କାର୍ଯ୍ୟ, ଅବସ୍ଥା ଆଦିକୁ ରୋକିବା ପ୍ରକ୍ରିୟା
எடுத்துக்காட்டு :
ସରକାର କ୍ୟାନସରର ନିବାରଣ ପାଇଁ ପ୍ରୟାସରତ ଅଛନ୍ତିନିୟମିତ ଯୋଗାସନ କଲେ ରୋଗରୁ ଉପଶମ ମିଳେ
ஒத்த சொற்கள் : ନିବାରଣ
பிற மொழிகளில் மொழிபெயர்ப்பு :
The act of preventing.
There was no bar against leaving.