உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ଯାହା ଅର୍ଜନ କରାଯାଇଛି ବା ଉପାର୍ଜନ କରାଯାଇଛି
எடுத்துக்காட்டு : ଏ ସବୁ ସମ୍ପତ୍ତି ମୁଁ ନିଜେ ଅର୍ଜନ କରିଛି, କାହାର ଦିଆ ହୋଇଥିବା ନୁହେଁ
ஒத்த சொற்கள் : ଅର୍ଜିତ
பிற மொழிகளில் மொழிபெயர்ப்பு :हिन्दी
जिसे अर्जित किया गया हो या कमाया गया हो।
பொருள் : ଯେ କୌଣସି ପ୍ରକାରେ ନିଜ ଅଧିକାରକୁ ଆସିଛି ବା ଅଣା ଯାଇଛି
எடுத்துக்காட்டு : ସେ ନିଜ ପିତାଙ୍କଦ୍ୱାରା ପ୍ରାପ୍ତ ଧନକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲେ
ஒத்த சொற்கள் : ପ୍ରାପ୍ତ, ମିଳିଥିବା, ହସ୍ତଗତ, ହାସଲ
जो किसी प्रकार अपने अधिकार में आया या लाया गया हो।
நிறுவு