பொருள் : ସ୍ଥଳରେ ଗତିକରୁଥିବା ବସ୍ତୁଗୁଡ଼ିକ ଖୁବ ଜୋରରେ ଚାଲିବା
எடுத்துக்காட்டு :
ଚାବୁକ ବାଜିବାରୁ ହିଁ ଘୋଡ଼ା ପବନ ବେଗରେ ଦୌଡ଼ିଲା ଚାବୁକ ଲଗାଇବାରୁ ଘୋଡ଼ା ପବନରେ ଉଡ଼ିଲା
ஒத்த சொற்கள் : ପବନ ବେଗରେ ଦୌଡ଼ିବା, ପବନରେ ଉଡ଼ିବା
பிற மொழிகளில் மொழிபெயர்ப்பு :
பொருள் : ପବନରେ ଉଡ଼ିବା ବା ଫରଫରହେବା
எடுத்துக்காட்டு :
ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଫରଫର ହୋଇ ଉଡ଼ୁଛି
ஒத்த சொற்கள் : ଫରଫର ହୋଇ ଉଡ଼ିବା
பிற மொழிகளில் மொழிபெயர்ப்பு :
பொருள் : ଆକାଶ ମାର୍ଗରେ ବା ପବନ ଭିତର ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା
எடுத்துக்காட்டு :
ଉଡ଼ାଜାହାଜ ସମୁଦ୍ର ଉପରେ ଉଡ଼ୁଥିଲା
ஒத்த சொற்கள் : ଉଡ଼ାଣ କରିବା
பிற மொழிகளில் மொழிபெயர்ப்பு :
आकाश मार्ग से या हवा में होकर एक स्थान से दूसरे स्थान पर जाना।
हवाई जहाज़ समुद्र के ऊपर से उड़ रहा था।பொருள் : କୌଣସି ଭକ୍ଷଣୀୟ ବସ୍ତୁକୁ ଭକ୍ଷଣକରିବା
எடுத்துக்காட்டு :
ବିଭାଘରରେ ଅନେକ ଲଡ଼ୁ ଉଡ଼ିଲା
ஒத்த சொற்கள் : ଖିଆଯିବା, ଭୋଜନ କରାଯିବା
பிற மொழிகளில் மொழிபெயர்ப்பு :
பொருள் : ପବନରେ ଉପରକୁ ଉଠିବା ବା ଖେଳେଇ ହୋଇଯିବା
எடுத்துக்காட்டு :
ଆକାଶରେ ରଙ୍ଗ ବେରଙ୍ଗ ଗୁଡ଼ି ଉଡୁଛି
பிற மொழிகளில் மொழிபெயர்ப்பு :
பொருள் : ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବା
எடுத்துக்காட்டு :
ଶେଠଙ୍କ ଜନ୍ମଦିନରେ ଅନେକ ଟଙ୍କା ଉଡ଼ିଗଲା
ஒத்த சொற்கள் : ଅତ୍ୟଧିକ ଖର୍ଚ୍ଚ କରିବା, ବଦଖର୍ଚ୍ଚ କରିବା
பிற மொழிகளில் மொழிபெயர்ப்பு :