பொருள் : କୌଣସି ଦ୍ରବ୍ୟରେ ଅନ୍ୟ କିଛି ଜିନିଷ ମିଶିବା
எடுத்துக்காட்டு :
ତେଲ ପାଣିରେ କେବେ ବି ମିଶେ ନାହିଁ
ஒத்த சொற்கள் : ଏକ ହେବା, ମିଶିବା, ମିଶ୍ରିତ ହେବା, ସମିଶ୍ରିତ ହେବା
பிற மொழிகளில் மொழிபெயர்ப்பு :
பொருள் : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
எடுத்துக்காட்டு :
ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
ஒத்த சொற்கள் : ଏକତ୍ରିତ ହେବା, ଏକହେବା, ଭେଟିବା, ମିଳିବା, ମିଶିବା, ସଂଘବଦ୍ଧ ହେବା
பிற மொழிகளில் மொழிபெயர்ப்பு :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।பொருள் : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
எடுத்துக்காட்டு :
ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
ஒத்த சொற்கள் : ଏକତ୍ରିତ ହେବା, ଜମିବା, ରୁଣ୍ଡହେବା
பிற மொழிகளில் மொழிபெயர்ப்பு :
किसी एक जगह पर इकट्ठा होना।
सभी बच्चे मैदान में इकट्ठे हो रहे हैं।Collect or gather.
Journals are accumulating in my office.