பொருள் : ରୋଗୀକୁ ସୁସ୍ଥ କରିବା ବା ରୋଗର ଚିକିତ୍ସାକରିବା ବା ରୋଗର ନିରାକରଣପାଇଁ ବିଧିପୂର୍ବକ ତିଆରି ହୋଇଥିବା ଔଷଧସମୂହର ବ୍ୟବହାର
எடுத்துக்காட்டு :
ନିୟମିତ ଔଷଧ ସେବନ କଲେ ହିଁ ରୋଗ ଭଲ ହୋଇଥାଏ
ஒத்த சொற்கள் : ଓଷଦ, ଔଷଧ, ଭେଷଜ, ମେଡିସିନ୍
பிற மொழிகளில் மொழிபெயர்ப்பு :
(medicine) something that treats or prevents or alleviates the symptoms of disease.
medicament, medication, medicinal drug, medicine