உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ମୁହଁ ଲୁଚାଇବାପାଇଁ ତା ଉପରେ ପକାଯାଉଥିବା ଲୁଗା
எடுத்துக்காட்டு : ଆତଙ୍କବାଦୀ ମୁଖା ଲଗାଇଥିଲେ
ஒத்த சொற்கள் : ମୁଖବନ୍ଧା, ମୁଖା
பிற மொழிகளில் மொழிபெயர்ப்பு :हिन्दी English
चेहरा छिपाने के लिए उस पर डाला हुआ कपड़ा।
A covering to disguise or conceal the face.
பொருள் : ଲଜ୍ଜାଶୀଳା ସ୍ତ୍ରୀଲୋକମାନେ ଶାଢ଼ୀ, ଓଢ଼ଣୀ ବା ଚାଦରର ଯେଉଁ ଭାଗ ମୁଣ୍ଡ ଉପରେ ମୁହଁ ପର୍ଯ୍ୟନ୍ତ ଝୁଲାଇ ରଖନ୍ତି
எடுத்துக்காட்டு : ନିଜ ଶ୍ୱଶୁରଙ୍କୁ ଦେଖିଲାମାତ୍ରେ ସେ ମୁହଁ ଉପରେ ଓଢ଼ଣା ଟାଣିଦେଲା
ஒத்த சொற்கள் : ଅବଗୁଣ୍ଠନ
साड़ी, ओढ़नी या चादर का वह भाग जिसे लज्जाशील स्त्रियाँ सिर के ऊपर से मुख पर झुलाए रहती हैं।
A garment that covers the head and face.
பொருள் : ଓଢ଼ଣୀ ସାହାଯ୍ୟରେ ମୁଣ୍ଡ ଉପରୁ ଆରମ୍ଭ କରି ମୁହଁ ଢାଙ୍କିବା କ୍ରିୟା
எடுத்துக்காட்டு : ଗାଁ ମାନଙ୍କରେ ଆଜିବି ଓଢ଼ଣାର ପ୍ରଚଳନ ଅଛି
பிற மொழிகளில் மொழிபெயர்ப்பு :हिन्दी
पल्लू को सिर के ऊपर से लेकर मुख ढकने की क्रिया।
நிறுவு