பொருள் : ମାଛ ଶରୀର ଭିତରେ ମିଳୁଥିବା କଣ୍ଟା ଭଳି ଅସ୍ଥି
எடுத்துக்காட்டு :
ମାଛ ଖାଇବା ସମୟରେ ରାମୁର ତଣ୍ଟିରେ କଣ୍ଟା ଲାଗିଗଲା
ஒத்த சொற்கள் : ମାଛ କଣ୍ଟା
பிற மொழிகளில் மொழிபெயர்ப்பு :
मछली के शरीर के अंदर पाई जानेवाली काँटे जैसी अस्थि।
मछली खाते समय रामू के मुँह में काँटा चुभ गया।A bone of a fish.
fishboneபொருள் : ମାଛ ଧରିବାପାଇଁ ବ୍ୟବହୃତ ଲୁହାକଣ୍ଟା
எடுத்துக்காட்டு :
ମାଛ ଧରିବାପାଇଁ ମୋହନ କଣ୍ଟାରେ ଥୋପ ଲଗାଇଲା
ஒத்த சொற்கள் : ବନ୍ସୀ କଣ୍ଟା, ବଡ଼ଶୀ
பிற மொழிகளில் மொழிபெயர்ப்பு :
A sharp barbed hook for catching fish.
fishhookபொருள் : ଲୁହାରେ ତିଆରି ବଙ୍କା ବା ସିଧା କୀଳା
எடுத்துக்காட்டு :
ସେ କାଠ ଖେଳନା ତିଆରିରେ କଣ୍ଟା ବ୍ୟବହାର କରେ
பிற மொழிகளில் மொழிபெயர்ப்பு :
A thin pointed piece of metal that is hammered into materials as a fastener.
nailபொருள் : ନଟୁର ତଳେ ଲାଗିଥିବା କଣ୍ଟା
எடுத்துக்காட்டு :
ଏହି ନଟୁର କଣ୍ଟା ଭାରି ଛୋଟ
பிற மொழிகளில் மொழிபெயர்ப்பு :
பொருள் : ଗଛର ଡାଳ, ଗଣ୍ଡି, ପତ୍ରଆଦିରୁ ବାହାରିଥିବା ଅଂଶ ଯାହା ଛୁଞ୍ଚି ପରି ହୋଇଥାଏ
எடுத்துக்காட்டு :
ଜଙ୍ଗଲରେ ଯାଉଥିବାବେଳେ ତା ପାଦରେ କଣ୍ଟା ପଶିଗଲା
ஒத்த சொற்கள் : କଣ୍ଟକ
பிற மொழிகளில் மொழிபெயர்ப்பு :
பொருள் : କୌଣସି ମାପକ ଉପକରଣରେ ଲଗାଯାଇଥିବା ଲମ୍ବା, ପତଳା, ତୀକ୍ଷ୍ଣ ଭାଗ ଯାହା କୌଣସି ମାପର ଫଳକୁ ଦେଖାଏ
எடுத்துக்காட்டு :
କମ୍ପାସର କଣ୍ଟା ଉତ୍ତର-ଦକ୍ଷିଣ ଦେଖାଏ
பிற மொழிகளில் மொழிபெயர்ப்பு :
A pointed projection.
prongபொருள் : ଛୁଞ୍ଚି ବା କୀଳାପରି କୌଣସି ମୁନିଆ ଜିନିଷ
எடுத்துக்காட்டு :
ରାମ ଚାରିକାନ୍ଥରେ କଣ୍ଟା ପିଟିଲା
பிற மொழிகளில் மொழிபெயர்ப்பு :
An iron spike attached to the shoe to prevent slipping on ice when walking or climbing.
climber, climbing iron, crampon, crampoon