பொருள் : ନିଜ ନିଜ ମଧ୍ୟରେ କଥାବାର୍ତ୍ତା ବା ଡକାଡକି ହେବାର କ୍ରିୟା
எடுத்துக்காட்டு :
ସେ ଲୋକମାନେ ଦେଶର ଆର୍ଥିକ ସ୍ଥିତି ସମ୍ପକରେ କଥାବାର୍ତ୍ତା କରୁଥିଲେ ଆଜିକାଲି ତା ସହିତ ମୋର କଥାବାର୍ତ୍ତା ବନ୍ଦ ହୋଇଯାଇଛି
ஒத்த சொற்கள் : ଆଳାପ, ଚର୍ଚ୍ଚା, ବାର୍ତ୍ତାଳାପ, ସଂଭାଷଣ
பிற மொழிகளில் மொழிபெயர்ப்பு :
आपस में बात करने या बोलने की क्रिया।
वे लोग देश की आर्थिक स्थिति पर बातचीत कर रहे थे।The use of speech for informal exchange of views or ideas or information etc..
conversationபொருள் : କଥାବାର୍ତ୍ତା କରିବାର ଅବସ୍ଥା ବା ଭାବ
எடுத்துக்காட்டு :
ପିତାମାତାଙ୍କୁ ନିଜ ପିଲାଙ୍କସହ ନିରନ୍ତର ସମ୍ଭାଷଣଶୀଳତା ବଜାୟ ରଖିବା ଉଚିତ
ஒத்த சொற்கள் : ସମ୍ଭାଷଣଶୀଳତା
பிற மொழிகளில் மொழிபெயர்ப்பு :
संवादशील होने की अवस्था या भाव।
माता-पिता को अपने बच्चों के साथ निरंतर संवादशीलता बनाये रखना चाहिए।பொருள் : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
எடுத்துக்காட்டு :
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
ஒத்த சொற்கள் : ଆଲୋଚନା, କଥା, ବାର୍ତ୍ତାଳାପ
பிற மொழிகளில் மொழிபெயர்ப்பு :
दो या दो से अधिक व्यक्तियों का किसी प्रकरण पर आपस में कुछ कहना।
हम लोग तुम्हारे बारे में ही बात कर रहे थे।Talk socially without exchanging too much information.
The men were sitting in the cafe and shooting the breeze.