பொருள் : ପଦ୍ମର ମୂଳ ଯାହା ଲମ୍ବା ପତଳା ଡେମ୍ଫ ଭଳି ହୋଇଥାଏ
எடுத்துக்காட்டு :
ଶୀଲା ପଦ୍ମମୂଳର ତରକାରି ତିଆରି କରୁଛି
ஒத்த சொற்கள் : କମଳ ମୂଳ, ନଳିନୀରୁହ, ପଦ୍ମକନ୍ଦ, ପଦ୍ମନାଡ, ପଦ୍ମମୂଳ, ମୃଣାଳ
பிற மொழிகளில் மொழிபெயர்ப்பு :
कमल का मूल जो पतले लम्बे डंठल के रूप में होता है।
शीला कमल ककड़ी की सब्जी बना रही है।