பொருள் : ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
எடுத்துக்காட்டு :
ଜମିଦାରୀ ଯୁଗରେ ଖଜଣା ଦେଇ ନପାରିଲେ ଜମିଦାର କୃଷକମାନଙ୍କର ଜମି ଦଖଲ କରିନେଉଥିଲେ
ஒத்த சொற்கள் : ଖଜଣା, ଟିକସ୍, ଟ୍ୟାକ୍ସ୍
பிற மொழிகளில் மொழிபெயர்ப்பு :
Charge against a citizen's person or property or activity for the support of government.
revenue enhancement, tax, taxationபொருள் : କହୁଣୀ ଠାରୁ ପଞ୍ଝାର ଅଗ୍ରଭାଗ ପର୍ଯ୍ୟନ୍ତ ଶରୀରର ଅଂଶ
எடுத்துக்காட்டு :
ଦୁର୍ଘଟନାରେ ତାର ଡାହାଣ ହାତ କଟିଗଲା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଖଜଣା ପ୍ରତି ଗଛ ହିସାବରେ ଦେବାକୁ ପଡ଼େ
எடுத்துக்காட்டு :
ଜଣେ କର୍ମଚାରୀ କୃଷକମାନଙ୍କଠାରୁ ଖଜଣା ଆଦାୟ କରୁଛି
ஒத்த சொற்கள் : ଖଜଣା
பிற மொழிகளில் மொழிபெயர்ப்பு :
Charge against a citizen's person or property or activity for the support of government.
revenue enhancement, tax, taxationபொருள் : କାନ୍ଧରୁ ପଞ୍ଝା ପର୍ଯ୍ୟନ୍ତ ସେହି ଅଙ୍ଗ ଯାହା ଜିନିଷ ଧରେ ଏବଂ କାମ କରେ
எடுத்துக்காட்டு :
ଭୀମଙ୍କ ବାହୁରେ ବହୁତ ବଳ ଥିଲା
ஒத்த சொற்கள் : ବାହୁ, ଭୁଜ, ହସ୍ତ, ହାତ
பிற மொழிகளில் மொழிபெயர்ப்பு :
A human limb. Technically the part of the superior limb between the shoulder and the elbow but commonly used to refer to the whole superior limb.
armபொருள் : କୌଣସି ବ୍ୟକ୍ତି, ସମ୍ପତ୍ତି, ବ୍ୟାପାରଆଦି କାମରୁ ଯେଉଁ ଧନକୁ କେହି ଅଧିକାରୀ ନିଜପାଇଁ ନେଇଥାଏ
எடுத்துக்காட்டு :
ମୋଗଲ ଶାସନ କାଳରେ ଶାସକ ଓ ସାମନ୍ତଙ୍କ ଦ୍ୱାରା ଭାରତୀୟ ଜନତାଙ୍କଠାରୁ ଅନେକ ପ୍ରକାରର କର ଅସୁଲ କରାଯାଉଥିଲା
ஒத்த சொற்கள் : ଟ୍ୟାକ୍ସ୍, ମାହାସୁଲ, ଶୁଳ୍କ
பிற மொழிகளில் மொழிபெயர்ப்பு :
Charge against a citizen's person or property or activity for the support of government.
revenue enhancement, tax, taxation