பொருள் : କୌଣସି ଜାତି, ବର୍ଗ, ପଦ ଇତ୍ୟାଦିପାଇଁ ନିଶ୍ଚିତ କରାଯାଉଥିବା କାମ କିମ୍ବା ବ୍ୟବହାର
எடுத்துக்காட்டு :
ପ୍ରଜାର ରକ୍ଷା କରିବା ରାଜାର ବାସ୍ତବିକ ଧର୍ମ
ஒத்த சொற்கள் : ଧର୍ମ
பிற மொழிகளில் மொழிபெயர்ப்பு :
பொருள் : (ଇସଲାମ) ଯେଉଁ କର୍ମ ବିଧିପୂର୍ବକ ବା ଧର୍ମ ଅନୁସାରେ ହୁଏ
எடுத்துக்காட்டு :
ଜେହାଦରେ ଭାଗ ନେବା ଆପଣଙ୍କ କର୍ତ୍ତବ୍ୟ
பிற மொழிகளில் மொழிபெயர்ப்பு :
பொருள் : ଧର୍ମ ରୂପରେ ଗ୍ରହଣ କରାଯାଉଥିବା କୌଣସି କାମ ଯାହାକୁ ପୂରା କରିବା ନିଜପାଇଁ ପରମ ଆବଶ୍ୟକ
எடுத்துக்காட்டு :
ଦେଶ ସେବା କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ
ஒத்த சொற்கள் : ଦାୟୀତ୍ୱ
பிற மொழிகளில் மொழிபெயர்ப்பு :
The social force that binds you to the courses of action demanded by that force.
We must instill a sense of duty in our children.