பொருள் : ସଙ୍ଗୀତାତ୍ମକ ଧ୍ୱନିର ସ୍ୱର ବିଶେଷତା
எடுத்துக்காட்டு :
ରେକର୍ଡ଼ ମୂଳ ଗୀତର କଲରକୁ ଧରିପାରିନାହିଁ
பிற மொழிகளில் மொழிபெயர்ப்பு :
The timbre of a musical sound.
The recording fails to capture the true color of the original music.பொருள் : ସାର୍ଟ ଆଦିରେ ଲଗାଇବାପାଇଁ କଟା ଯାଇଥିବା ତିନିକୋଣିଆ କନା
எடுத்துக்காட்டு :
କଲର ଲଗାଇଲେ କନା ଉପରେକମ ଚାପ ପଡ଼େ
பிற மொழிகளில் மொழிபெயர்ப்பு :
பொருள் : ବେକ ଚାରି ପଟେ ରହୁଥିବା ପିନ୍ଧା ପୋଷାକର ଏକ ଅଂଶ
எடுத்துக்காட்டு :
ପୋଲିସ ଦୌଡ଼ି ପଳାଉଥିବା ଚୋରର କଲର ପଛରୁ ଧରି ଦେଲା
பிற மொழிகளில் மொழிபெயர்ப்பு :
An opening in a garment for the neck of the wearer. A part of the garment near the wearer's neck.
neck, neck openingபொருள் : (ଭୌତିକୀ) କ୍ୱାର୍କର ଯେଉଁ ଲକ୍ଷଣ ପାରସ୍ପରିକ ପ୍ରକ୍ରିୟାରେ ତାର ଭୂମିକା ନିର୍ଦ୍ଧାରଣ କରେ
எடுத்துக்காட்டு :
କ୍ୱାର୍କର ପ୍ରତ୍ୟେକ ଝଲକ ତିନୋଟି କଲରରେ ଆସେ
பிற மொழிகளில் மொழிபெயர்ப்பு :
* (भौतिकी) क्वार्क का लक्षण जो पारस्परिक क्रिया में उसकी भूमिका का निर्धारण करता है।
क्वार्क की प्रत्येक झलक तीन कलर में आती है।