உறுப்பினராவதற்கு
பக்க முகவரியை கிளிப்போர்டில் நகலெடுக்கவும்.
பொருள் : ପଶୁପକ୍ଷୀମାନଙ୍କର ଯକୃତ
எடுத்துக்காட்டு : ସେ ଖାଇବାପାଇଁ ଛେଳି କଲିଜା ଭାଜୁଛି
பிற மொழிகளில் மொழிபெயர்ப்பு :हिन्दी English
पशु-पक्षियों का यकृत।
Liver of an animal used as meat.
பொருள் : ଛାତି ଭିତରର ବାଁ ପଟେ ଥିବା ଏକ ଅବୟବ ଯାହାର ସ୍ପନ୍ଦନରେ ସାରା ଶରୀରର ନାଡ଼ିମାନଙ୍କରେ ରକ୍ତ ସଞ୍ଚାରଣ ଲାଗିରହିଥାଏ
எடுத்துக்காட்டு : ହୃଦୟ ପ୍ରାଣୀମାନଙ୍କର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ
ஒத்த சொற்கள் : ମରମଥଳ, ମର୍ମ, ମର୍ମ ସ୍ଥଳ, ହିଆ, ହୃଦୟ
பிற மொழிகளில் மொழிபெயர்ப்பு :हिन्दी
छाती के अंदर बायीं ओर का एक अवयव जिसके स्पन्दन से सारे शरीर की नाड़ियों में रक्त-संचार होता रहता है।
பொருள் : ପେଟର ଦକ୍ଷିଣ ପାଖରେ ଥିବା ଥଳି ଯାହା କାମ କଲେ ଖାଦ୍ୟର ପରିପାକ ହୁଏ
எடுத்துக்காட்டு : ଇଆଡ଼ୁ ଇଆଡ଼ୁ ଜିନିଷ ଖାଇଲେ ଯକୃତ ସମ୍ବନ୍ଧୀୟ ରୋଗ ହୋଇପାରେ
ஒத்த சொற்கள் : ଯକୃତ
पेट में दाहिनी ओर की वह थैली जिसकी क्रिया से भोजन पचता है।
நிறுவு