பொருள் : ବାହର ତତ୍ତ୍ୱ, କୀଟାଣୁଆଦିର କୌଣସି ସ୍ଥାନରେ ହୋଇଥିବା ଜମାଟ
எடுத்துக்காட்டு :
ବର୍ଷା ଦିନରେ ସ୍ଥାନେ ସ୍ଥାନେ ଏକତ୍ରିତ ଜଳ କାରଣରୁ ରୋଗ ଜୀବାଣୁ, ମଶାଆଦିର ହେଉଥିବା ଉପନିବେଶ, ବେମାରୀର କାରଣ ହୋଇଥାଏ
ஒத்த சொற்கள் : ଉପନିବେଶ
பிற மொழிகளில் மொழிபெயர்ப்பு :
(microbiology) a group of organisms grown from a single parent cell.
colonyபொருள் : ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
எடுத்துக்காட்டு :
ଗଣେଶ ପୂଜାପାଇଁ ସାରା ବସ୍ତିର ଲୋକ ଏକାଠି ହୋଇଛନ୍ତି
ஒத்த சொற்கள் : ବସ୍ତି
பிற மொழிகளில் மொழிபெயர்ப்பு :
An area where a group of families live together.
settlement