பொருள் : ପାଣିରେ ମିଶାଯାଇଥିବା ଧୁଳି, ମାଟିଆଦି
எடுத்துக்காட்டு :
ବର୍ଷାରେ ସବୁ ମାଟି ରାସ୍ତା କାଦୁଅରେ ଭର୍ତ୍ତି ହୋଇଯାଏ
ஒத்த சொற்கள் : କର୍ଦ୍ଦମ
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଭୂମି ବହୁତ ତଳ ପର୍ଯ୍ୟନ୍ତ ଆଦ୍ର ଏବଂ ନରମ ଯେଉଁଥିରେ କୌଣସି ବସ୍ତୁ ଧସିଯାଇ ତଳ ପର୍ଯ୍ୟନ୍ତ ଯାଏ
எடுத்துக்காட்டு :
ସେ ପଙ୍କରେ ପଡ଼ିଗଲା
ஒத்த சொற்கள் : ପଙ୍କ
பிற மொழிகளில் மொழிபெயர்ப்பு :